ଖଣ୍ଡଗିରିରେ ଯାତ୍ରା ମହାକୁମ୍ଭ ୫ରୁ ଆରମ୍ଭ : ପ୍ରଥମେ ମଇଦାନକୁ ଆସିବେ କୋଣାର୍କ, କଳିଙ୍ଗ

ଭୁବନେଶ୍ୱର: ଖଣ୍ଡଗିରି କୁମ୍ଭମେଳାରେ ସାଧୁସନ୍ଥଙ୍କ ଭିଡ଼ ବଢ଼ିଛି। ସାଧୁଙ୍କ ଆଶୀର୍ବାଦ ନେବାକୁ ବିପୁଳ ଜନ ସମାଗମ ମଧ୍ୟ ହେଉଛି। ତେବେ ବହୁ ପ୍ରତୀକ୍ଷିତ ଖଣ୍ଡଗିରି ଯାତ୍ରା ଆସନ୍ତା ୫ ତାରିଖରୁ ଆରମ୍ଭ ହେବ। ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ପ୍ରଥମ ପାଦ ରଖିବେ ଦୁଇ ହେଭି ୱେଟ୍‌ କୋଣାର୍କ ଗଣନାଟ୍ୟ ଓ କଳିଙ୍ଗ ଗଣନାଟ୍ୟ। ସନାତନ ସେବା ସମିତି ପକ୍ଷରୁ ଘାଟିକିଆ ପଡ଼ିଆରେ କୋଣାର୍କ ଗଣନାଟ୍ୟ ନାଟକ ‘ଆଖି ଅବୁଝାକୁ ଲୁହ … Continue reading ଖଣ୍ଡଗିରିରେ ଯାତ୍ରା ମହାକୁମ୍ଭ ୫ରୁ ଆରମ୍ଭ : ପ୍ରଥମେ ମଇଦାନକୁ ଆସିବେ କୋଣାର୍କ, କଳିଙ୍ଗ